ପୁରୀ ବେଳାଭୂମିର ବିକାଶ ପାଇଁ ସରକାର ନୂଆ ପଦକ୍ଷେପ । ଆଗାମୀ ୧୬ ମାସରେ ଶେଷ ହେବ ଶ୍ରୀବିଚ୍ ପ୍ରକଳ୍ପ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର