ମୃତକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ପତ୍ନୀ ଓ ତାଙ୍କ ପ୍ରେମିକ ମିଶି ସ୍ବାମୀ ବିଜୟ କୁମାର ସ୍ୱାଇଁଙ୍କୁ ହତ୍ୟା କରିଥିଲେ ବୋଲି ଜଗତସିଂହପୁର ପୋଲିସ ସୂଚନା ଦେଇଛି ।