Surprise Me!

ସିଜିମାଳି ବିବାଦ: କଣ୍ଟାମାଳରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌, ଆସନ୍ତାକାଲି ପହଞ୍ଚିବ କଂଗ୍ରେସ

2026-04-09 9 Dailymotion

ଆଜି ବିଜେଡିର ଏକ ଫାକ୍ଟ ଫାଇଣ୍ଡିଂ ଦଳ କାଶୀପୁର ବ୍ଲକର କଣ୍ଟାମାଳ ଗ୍ରାମରେ ପହଞ୍ଚିଛନ୍ତି । ଆସନ୍ତାକାଲି କଂଗ୍ରେସର ପ୍ରତିନିଧି ଦଳ ପହଞ୍ଚିବ । ରିପୋର୍ଟ: ରଞ୍ଜନ କୁମାର ରଥ ଓ ସଞ୍ଜୀବ ରାୟ