ମହାନଦୀ ଜଳ ବିବାଦକୁ ନେଇ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟିର ଆଜି ଦ୍ଵିତୀୟ ବୈଠକ ହୋଇଯାଇଛି । ରାଜ୍ୟ ସରକାରଙ୍କ ଟିମ୍ ଛତିଶଗଡ଼ ଗସ୍ତରେ ଯିବା ପୂର୍ବରୁ ବସିବ ସର୍ବଦଳୀୟ ବୈଠକ ।