Surprise Me!

ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ ଆରମ୍ଭ ହେଲା ବୈଷୟିକ କମିଟି ବୈଠକ

2026-06-17 0 Dailymotion

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ ୪୫ଟି ପ୍ରମୁଖ ପ୍ରସଙ୍ଗରେ ଚାଲିବ ୧୧ ଦିନିଆ ମାରାଥନ ଆଲୋଚନା । ରିପୋର୍ଟ- ସଞ୍ଜୀବ ରାୟ