ଗତକାଲି ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି ହୋଇଥିଲା । ଦୁଇ ରାଜ୍ୟକୁ ଜଳ ପ୍ରବାହ ତଥ୍ୟ ଦେବାକୁ ନିର୍ଦ୍ଦେଶ । ରିପୋର୍ଟ- ଭବାନୀ ଶଙ୍କର ଦାସ