Surprise Me!

ବଦଳୁଛି ପାଗ ବଢୁଛି କାଳବୈଶାଖୀ ବର୍ଷା, କାରଣ କହିଲେ ପାଣିପାଗ ବିଶେଷଜ୍ଞ

2026-04-10 1 Dailymotion

ବିଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୋରରେ ପବନ ବହିବା ସହ କୁଆପଥର ବର୍ଷା ହେବା ଦେଖିବାକୁ ମିଳିଛି । ସମ୍ବଲପୁରରୁ ବାଦଶାହ ଜୁସମନ ରଣାଙ୍କ ରିପୋର୍ଟ