ଓଡ଼ିଶା କ୍ୟାଟରର୍ସ ଆସୋସିଏସନ୍ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଆବଶ୍ୟକତାର ଅତି କମରେ 50 ପ୍ରତିଶତ ଯୋଗାଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି । ରିପୋର୍ଟ- ବିକାଶ କୁମାର ଦାସ