Surprise Me!

ତେଲ ସଙ୍କଟ; ଜୀବିକା ଚିନ୍ତାରେ ମତ୍ସ୍ୟଜୀବୀ, ସମୁଦ୍ର କୂଳରେ ଲାଗିଛି ଡଙ୍ଗା

2026-05-18 3 Dailymotion

ପେଟ୍ରୋଲ ଡିଜେଲ ସଂକଟ । ଅଡୁଆରେ ସାମୁଦ୍ରିକ ମତ୍ସ୍ୟଜୀବୀ । ଆବଶ୍ୟକତା ଅନୁସାରେ ଡିଜେଲ ମିଳିବାରୁ ସମୁଦ୍ରକୁ ମାଛ ଧରିବାକୁ ଯାଇ ପାରୁନାହାନ୍ତି । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର