ଘରେ ବାପା ମା ନଥିବା ସମୟରେ ଛାତ୍ରୀ ଜଣକ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ରିପୋର୍ଟ: ହରିହର ପଟ୍ଟନାୟକ