ପ୍ରାଥମିକ ତଦନ୍ତରୁ ଛାତ୍ରୀମାନେ ଆମ୍ବ ଖାଇଥିବାରୁ ଏସିଡିଟି ହୋଇଥିବାରୁ ଅସୁସ୍ଥ ହୋଇଥିବା ଡାକ୍ତର କହିଛନ୍ତି । ପ୍ରଧାନଶିକ୍ଷକ କହିଲେ ରିପୋର୍ଟ ଆସିଲେ କାରଣ ଜଣାପଡିବ । ରିପୋର୍ଟ: ସଞ୍ଜୟ ପରିଡା