Surprise Me!

ଅସମ୍ପୂର୍ଣ୍ଣ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପାଣି ପାଇଁ ହନ୍ତସନ୍ତ ରେଢ଼ାଖୋଲବାସୀ

2026-04-13 0 Dailymotion

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅଞ୍ଚଳରେ ବର୍ଷ ବର୍ଷ ହେଲା ଲୋକେ ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ସଂଘର୍ଷ କରି ଆସୁଛନ୍ତି । ରିପୋର୍ଟ: ବାଦଶାହ ଜୁସ୍ମନ ରଣା