ବିଜେଡି-କଂଗ୍ରେସ ସମ୍ପର୍କକୁ ନେଇ କଟାକ୍ଷ କରିଛନ୍ତି ମୋକିମ । ଦୁଇ ଫେଲ ପିଲା ସଙ୍ଗାତ ବସିବା ଭଳି ବିଜେଡି କଂଗ୍ରେସର ସମ୍ପର୍କ ବୋଲି ତାଚ୍ଛଲ୍ୟ କରିଛନ୍ତି ମୋକିମ ।ରିପୋର୍ଟ-ରାଧାକାନ୍ତ ସାହୁ/ସଞ୍ଜୀବ କୁମାର ରାୟ