Surprise Me!

ଭରତପୁର ଶ୍ୟାମପୁର ମୌଜାରେ BDAର ବଡ଼ ଜବରଦଖଲ ଉଚ୍ଛେଦ; ମୁକ୍ତ ହେବ ପ୍ରାୟ ୬୮ ଏକର ଜମି

2026-04-17 3 Dailymotion

ଉଛେଦ ପ୍ରକ୍ରିୟାରେ ୧୦ରୁ ଅଧିକ ଜେସିବି ସମେତ ବିଡିଏର ୧୫୦ ଜଣିଆ ଉଛେଦକାରୀ ଦଳ ଏଥିରେ ସାମିଲ । ରିପୋର୍ଟ- ଦେବସ୍ମିତା ରାଉତ ।