Surprise Me!

FSSAIର କଡ଼ା ନିର୍ଦ୍ଦେଶ, କେମିକାଲ୍‌ ବ୍ୟବହାର କରି ଫଳ ପଚାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

2026-04-17 4 Dailymotion

ଫଳକୁ କୃତିମ ଭାବରେ ପଚାଇବା ପାଇଁ ରାସାୟନିକ ପଦାର୍ଥର ବ୍ୟବହାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରିପୋର୍ଟ:ବିକାଶ କୁମାର ଦାସ