ପଥ ସମ୍ମୋହନ ନେଇ ଏସଟିଏ ପକ୍ଷରୁ ସୋସିଆଲ ମିଡିଆରେ ସଚେତନ କରାଯାଉଛି । ଡାକ୍ତରଙ୍କ ପରାମର୍ଶ ଅଢ଼େଇ ଘଣ୍ଟା ଗାଡି ଚଲାଇଲେ କିଛି ସମୟ ବିଶ୍ରାମ ନେବା ଉଚିତ୍ । ରିପୋର୍ଟ: ସତ୍ୟଜିତ ରାଉତ