Surprise Me!

ମହିଳା ବିଲକୁ ବିରୋଧ କରିଥିବା ଦଳ ଉପରେ ବର୍ଷିଲା ବିଜେପି; କହିଲା, ବିଜେଡ଼ି-କଂଗ୍ରେସ ମଧ୍ୟରେ ହୋଇଛି ଅଘୋଷିତ ମେଣ୍ଟ

2026-04-19 3 Dailymotion

ମହିଳା ବିଲକୁ ବିରୋଧ କରିଥିବା ବିଜେଡି-କଂଗ୍ରେସକୁ ଏମିତି ଧୋଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ବିଜେପି ସାଂସଦ ପ୍ରଦୀପ ପୁରୋହିତ । ରିପୋର୍ଟ-ମନୋରଞ୍ଜନ ଶଙ୍ଖୁଆ