Surprise Me!

ବିଶ୍ବ ପ୍ରସିଦ୍ଧ କବି ଜୟଦେବଙ୍କ ଜୟନ୍ତୀ ଉତ୍ସବ, ଜନ୍ମମାଟି କେନ୍ଦୁବିଲ୍ବରେ ବିଶ୍ଵଶାନ୍ତି ମହାଯଜ୍ଞ ସହ କବିତା ପାଠ ମହୋତ୍ସବ

2026-04-20 28 Dailymotion

ଗୀତଗୋବିନ୍ଦର ରଚୟିତା ବିଶ୍ବ ପ୍ରସିଦ୍ଧ କବି ଜୟଦେବଙ୍କ ଜୟନ୍ତୀ ଉତ୍ସବ ପାଇଁ ଜନ୍ମମାଟି କେନ୍ଦୁବିଲ୍ବ ଉତ୍ସବ ମୁଖର ହୋଇ ଉଠିଛି । ରିପୋର୍ଟ:ଉମେଶ ଚନ୍ଦ୍ର ମଲ୍ଲିକ