Surprise Me!

ବାରିପଦାରୁ ନିଖୋଜ ଶିକ୍ଷୟିତ୍ରୀ ବାଲେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର, ଜନଗଣନା କାମ ପାଇଁ ଚାପରେ ଥିଲେ

2026-04-22 356 Dailymotion

ମୟୂରଭଞ୍ଜ ଜିଲ୍ଲାର ନିଖୋଜ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଚାରି ଦିନ ପରେ ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ମଙ୍ଗଳବାର ଦିନ ପୋଲିସ ଉଦ୍ଧାର କରିଛି । ରିପୋର୍ଟ: ସଞ୍ଜୟ କୁମାର ପରିଡ଼ା