Surprise Me!

୪ ଆନ୍ତଃରାଜ୍ୟ ସାଇବର ଅପରାଧୀଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ; APK ଫାଇଲ ପଠାଇ ଠକୁଥିଲେ, ଜାମତାରାରୁ ହେଉଥିଲା ଅପରେଟ୍

2026-04-22 1 Dailymotion

ଗିରଫ ଅଭିଯୁକ୍ତଙ୍କ ଠାରୁ ୬ ମୋବାଇଲ, ୧୧ ଡେବିଟ୍ କାର୍ଡ, ଫ୍ଲାଇଟ ଟିକେଟ୍ ଆଦି ଜବତ। ଏଥିସହ ଏକ ବ୍ୟାଙ୍କ ଆକାଉଣ୍ଟରେ ଠକେଇ ଟଙ୍କାର ୩ ଲକ୍ଷ ଫ୍ରିଜ୍ କରାଯାଇଛି।
ରିପୋର୍ଟ-ସତ୍ୟଜିତ ରାଉତ