Surprise Me!

ଡିଜିଟାଲ ଆରେଷ୍ଟରେ ବଢୁଛି ସାଇବର ଠକେଇ; ଆଡ଼ଭାଇଜରି ଜାରି କଲା କମିଶନରେଟ୍ ପୋଲିସ, ସଚେତନ କଲେ ସାଇବର ଏକ୍ସପର୍ଟ

2026-07-07 0 Dailymotion

ଡିଜିଟାଲ ଆରେଷ୍ଟ ଭଳି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ ଥିବା ବେଳେ ସାଇବର ଅପରାଧୀମାନେ ଏଭଳି କରି ଲୋକଙ୍କୁ ଫାଶରେ ଫସାଉଛନ୍ତି।
ରିପୋର୍ଟ-ସତ୍ୟଜିତ ରାଉତ