ବଲାଙ୍ଗୀର ସମେତ ନୂଆପଡା, ସୋନପୁର, କଳାହାଣ୍ଡି, ବୌଦ୍ଧ ଜିଲ୍ଲାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡ଼ିକାଲ କଲେଜ ହସପିଟାଲ ଉପରେ ନିର୍ଭରଶୀଳ । ହେଲେ ଏଠି ଅନେକ ଅବ୍ୟବସ୍ଥା ।ରିପୋର୍ଟ-ଶେଖ ମହମ୍ମଦ ୱାହିଦ୍