ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଝାରସୁଗୁଡ଼ା ଏବଂ ତାଳଚେରରେ ସର୍ବାଧିକ ତାପମାତ୍ରା 44 ଡ଼ିଗ୍ରୀ ସେଲସିୟସ ରେକର୍ଡ଼ । ରିପୋର୍ଟ- ଦେବସ୍ମିତା ରାଉତ/ଗୁରୁଚରଣ ବାଗ