Surprise Me!

ଖରାଦିନେ କେମିତି ନେବେ ଛୋଟ ପିଲାଙ୍କ ଯତ୍ନ ? ଜାଣନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ

2026-04-24 74 Dailymotion

ପ୍ରଚଣ୍ଡ ଖରା ତାତିରେ ଛୋଟ ଛୋଟ ଶିଶୁ ଓ କୋମଳମତି ପିଲାଙ୍କ ଯତ୍ନ ନେବା ଖୁବ୍ ଗୁରୁତ୍ବପୂର୍ଣ୍ଣ । ଆସନ୍ତୁ ସିଧାସଳଖ ସ୍ବାସ୍ଥ୍ୟବିଶେଷଜ୍ଞଙ୍କ ଠାରୁ ଜାଣିବା । ରିପୋର୍ଟ: ଜୀବନ ଜ୍ୟୋତି ନାୟକ