Surprise Me!

ପ୍ରଚଣ୍ଡ ଖରା ପାଇଁ ଖାଲି ଭୀମସାର ରକ୍ତ ଭଣ୍ଡାର, ହନ୍ତସନ୍ତ ରୋଗୀ

2026-04-29 6 Dailymotion

ସମ୍ବଲପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଭୀମସାର ବଡ଼ ମେଡିକାଲର ରକ୍ତଭଣ୍ଡାରରେ ଦେଖା ଦେଇଛି ଉତ୍କଟ ରକ୍ତ ସଙ୍କଟ । ରିପୋର୍ଟ: ବାଦଶାହ ଜୁଶମନ ରଣା