Surprise Me!

ଖୋର୍ଦ୍ଧାରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ 'ନେଟ୍-ଜିରୋ କାର୍ବନ' ଏବଂ 'ନେଟ୍-ଜିରୋ ୱାଟର' ଗାର୍ମେଣ୍ଟ ଫ୍ୟାକ୍ଟ୍ରି

2026-04-29 6 Dailymotion

ଏଥିରେ ୧୦୦ ମିଲିୟନ ଆମେରିକୀୟ ଡଲାରର ପୁଞ୍ଜିନିବେଶ କରାଯିବ ଯାହା ଭାରତରେ ସ୍ଥାୟୀ ଶିଳ୍ପ ବିକାଶ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ । ରିପୋର୍ଟ- ଗୋବିନ୍ଦ ଚନ୍ଦ୍ର ପଣ୍ଡା