Surprise Me!

ସଫଳତା ଦେଲା 'ପ୍ରୟାସ ମଡେଲ୍'; ପାସ ହାରରେ ସାରା ରାଜ୍ୟରେ ଗଜପତି ଜିଲ୍ଲା ପ୍ରଥମ, ଜାଣନ୍ତୁ ଜିଲ୍ଲା ଶିକ୍ଷା ବିଭାଗର 'ସ୍ୱତନ୍ତ୍ର କାର୍ଯ୍ୟକ୍ରମ'

2026-05-02 9 Dailymotion

ଲଗାତାର ଦୁଇ ବର୍ଷ ଧରି ମାଟ୍ରିକ ରେଜଲ୍ଟରେ ସମଗ୍ର ରାଜ୍ୟରେ ଟପରେ ରହୁଛି ଗଜପତି ଜିଲ୍ଲା । ଏହା 'ପ୍ରୟାସ ମଡେଲ୍' ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ସମ୍ଭବ ହୋଇପାରିଛି । ରିପୋର୍ଟ- ହରିହର ପଟ୍ଟନାୟକ