ରାଜ୍ୟର 22ଟି ଜିଲ୍ଲାର ଦୁଇ ହଜାର ପଞ୍ଚାୟତରେ 5 ଲକ୍ଷ କେନ୍ଦୁପତ୍ର କର୍ମଚାରୀଙ୍କ ଆନ୍ଦୋଳନ । ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ । ରିପୋର୍ଟ- ବାଦଶାହା ଜୁସ୍ମନ ରଣା