Surprise Me!

ବୟନିକା ଶାଢ଼ୀ ଚୋରି ଘଟଣା; କୋରିୟରରେ ଶାଢୀ ଫେରାଇଲେ, ମାମଲା ଉଠାଇ ନେବାକୁ ନେହୁରା ହେଲେ

2026-05-05 3 Dailymotion

ଚୋରଣୀ ଗ୍ୟାଙ୍ଗ ଦାମୀ କାରରେ ଆସି ଗ୍ରାହକ ବେଶରେ ବୟନିକାରେ ବୁଲାଇଥିଲେ କଳାକନା । ଗଣମାଧ୍ୟମରେ ପୋଲିସର ତନାଘନା ଦେଖି ମାସକ ପରେ ଶାଢୀ ଫେରାଇଲେ ।
ରିପୋର୍ଟ-ସଂଗ୍ରାମ ରଞ୍ଜନ ନାଥ