Surprise Me!

ଓଡ଼ିଶା ମେଟାଲିକ୍ସକୁ ପୂର୍ବତନ କର୍ମଚାରୀଙ୍କ ଚେତାବନୀ; ପୁନଃଥଇଥାନ ନ କଲେ ୧୩ରୁ କମ୍ପାନୀ ସମ୍ମୁଖରେ ଧାରଣା

2026-05-12 9 Dailymotion

ମରାକୁଟାଠାରେ ଗଢ଼ି ଉଠିଥିବା MSP ମେଟାଲିକ୍ସରେ କାର୍ଯ୍ୟରତ ଶହ ଶହ କର୍ମଚାରୀ ନିଯୁକ୍ତି ହରାଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ।
ରିପୋର୍ଟ-ଗୁରୁଚରଣ ବାଘ