ସପ୍ତାହକୁ ଗୋଟିଏ ଦିନ ବ୍ରହ୍ମପୁର ସହରରେ ଥିବା ସମସ୍ତ ଫିଲ୍ମହଲ୍ ରେ 99 ଟଙ୍କାରେ ମିଳୁଛି ଟିକେଟ ।ଏହି ଅଫର୍ ଯୋଗୁଁ ସିନେମା ହଲଗୁଡ଼ିକରେରେ ସିନେ ପ୍ରେମୀଙ୍କ ଭିଡ଼ ଜମୁଛି। ରିପୋର୍ଟ:ସମୀର କୁମାର ଆଚାର୍ଯ୍ୟ