Surprise Me!

NEET UG 2026 ପରୀକ୍ଷା ବାତିଲ ପରେ ମାନସିକ ଚାପରେ ପରୀକ୍ଷାର୍ଥୀ, ଦୋଷୀଙ୍କୁ କଠୋର ଦଣ୍ଡ ଦାବି କଲେ ଅଭିଭାବକ

2026-05-14 0 Dailymotion

ବ୍ରହ୍ମପୁର, କଟକ, ସମ୍ବଲପୁର ଏବଂ ଅନୁଗୋଳରେ ବିଜେଡି ଛାତ୍ର ସଂଗଠନର ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ। ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ, ନାରାୟଣ ସାହୁ, ବାଦଶାହ ଜୁସ୍ମନ ରାଣା, ସଂଗ୍ରାମ ରଞ୍ଜନ ନାଥ