Surprise Me!

ଲଣ୍ଡନ-ଦୁବାଇ ପରେ ଇଟାଲୀ ବଜାରରେ ଏଣ୍ଟ୍ରି ମାରିବ 'ଆମ୍ରପଲ୍ଲୀ' ଆମ୍ବ, ବିଦେଶରୁ ବଢୁଛି ଓଡିଶା ଖାଦ୍ୟର କ୍ରେଜ୍

2026-05-17 30 Dailymotion

ୟୁରୋପକୁ ରପ୍ତାନି ହେବ ସମ୍ବଲପୁର ଆମ୍ରପଲ୍ଲୀ ଆମ୍ବ । ଏଥର ବାହାରକୁ 10 ଟନ ଆମ୍ବ ପଠାଇବା ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ l ରିପୋର୍ଟ- ବାଦଶାହା ଜୁସ୍ମନ ରଣା