Surprise Me!

ମେ' 20 ପ୍ରକାଶ ପାଇଁ +2 ପରୀକ୍ଷା ଫଳାଫଳ

2026-05-18 1 Dailymotion

ଆସନ୍ତା ମେ' 20 ତାରିଖ (ବୁଧବାର) ଦିନ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ବାହାରିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।