ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର 20 ଶେଷ ତାରିଖ । 358 ଗୋଟି ମତଦାନ କେନ୍ଦ୍ରରେ ଭୋଟିଂ ନେଇ ସ୍ଥିର କରିଛି ଜିଲ୍ଲା ପ୍ରଶାସନ।