ଗ୍ରୀଷ୍ମ ପ୍ରବାହ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ସମ୍ବଲପୁର ଚିଡିଆଖାନାରେ । ଖାଦ୍ୟ, ପାଣିଠୁ ଆରମ୍ଭ କରି ଛାଇ ପାଇଁ ଟିକିନିଖି ବ୍ୟବସ୍ଥା ହୋଇଛି । ରିପୋର୍ଟ- ବାଦଶାହା ଜୁସ୍ମନ ରଣା