ଜିଲ୍ଲାରେ ତାପମାତ୍ରା ହଠାତ ବୃଦ୍ଧି ପାଇବାରୁ ଲୋକ ଅସ୍ତବ୍ୟସ୍ତ । ଆହୁରି ବଢିବ ତାପମାତ୍ରା କହିଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶିକା । ରିପୋର୍ଟ- ବାଦଶାହ ଜୁସ୍ମନ ରଣା