Surprise Me!

ଅନୁଗୋଳରେ ରାଜ୍ୟସ୍ତରୀୟ ପୋଲିସ କବାଡି ଓ ହ୍ୟାଣ୍ଡବଲ ଚାମ୍ପିଅନସିପ୍ ଆରମ୍ଭ

2026-05-18 1 Dailymotion

ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ପଡ଼ିଆରେ ୭୯ତମ ରାଜ୍ୟ ପୋଲିସ କବାଡି ଏବଂ ୧୧ତମ ହ୍ୟାଣ୍ଡବଲ ପ୍ରତିଯୋଗିତା ଅତ୍ୟନ୍ତ ଆଡମ୍ବର ସହକାରେ ଆରମ୍ଭ ହୋଇଯାଇଛି। ରିପୋର୍ଟ: ସଂଗ୍ରାମ ରଞ୍ଜନ ନାଥ