ନାଲି, ହଳଦିଆ ରଙ୍ଗର ତରଭୁଜ ଖାଇବାକୁ ଜାତୀୟ ରାଜପଥ କଡ଼ରେ ଭିଡ଼ ଜମୁଛି । ଲୋକଙ୍କ ଶୋଷ ମେଣ୍ଟାଇବା ସହ ଶରୀରକୁ ଥଣ୍ଡା ରଖିବାର ସାଜିଛି ମାଧ୍ୟମ । ରିପୋର୍ଟ: ଜ୍ଞାନ ରଞ୍ଜନ ଓଝା