ସୋସିଆଲ ମିଡ଼ିଆରୁ ଠିକଣା ନେଇ ଯୁବକ, ସୁନ୍ଦରୀ ଯୁବତୀଙ୍କୁ ଟାର୍ଗେଟ କରିବା ସହିତ ଅଶ୍ଲୀଳ ଫଟୋ ତିଆରି କରି ବ୍ଲାକମେଲ କରୁଥିଲେ । ଅଭିଯୁକ୍ତ କଟକରୁ ଗିରଫ । ରିପୋର୍ଟ: ସୁଶାନ୍ତ କୁମାର ପାତ୍ର