Surprise Me!

ସିନେମା ହଲରେ 'ମୁରବି' ରାଜ୍ : ୫୦ ଦିନ ପୂରଣ ପରେ ଦର୍ଶକଙ୍କ ସହ କଳାକାରଙ୍କ ସେଲିବ୍ରେସନ

2026-06-05 0 Dailymotion

ଦୁଇ ପରିବାରର ଦୁଇ ମୁରବିଙ୍କ କାହାଣୀ ଆଧାରିତ ସିନେମା 'ମୁରବି' ଦର୍ଶକଙ୍କ ମନକୁ ଛୁଇଁଛି । ଫିଲ୍ମର ୫୦ ଦିନ ପୂରଣ ପୂର୍ବକ ସେଲିବ୍ରେସନରେ ସାମିଲ ହୋଇଥିଲେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ।ରିପୋର୍ଟ:ଦେବସ୍ମିତା ରାଉତ