Surprise Me!

ପ୍ରକୃତି ସୁରକ୍ଷା ପାଇଁ ଜନଆନ୍ଦୋଳନ କରିବାକୁ ଆହ୍ୱାନ ଦେଲେ ଜଙ୍ଗଲ ମନ୍ତ୍ରୀ

2026-06-06 3 Dailymotion

"ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପର ପରିପୂରକ । ଏହାର ସନ୍ତୁଳନ ବଜାୟ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ," କହିଛନ୍ତି ଜଙ୍ଗଲ ମନ୍ତ୍ରୀ । ରିପୋର୍ଟ- ବିକାଶ କୁମାର ଦାସ