ପ୍ରେମ ଓ କର୍ତ୍ତବ୍ୟର କାହାଣୀକୁ ନେଇ ପରଦାରେ କମାଲ କରୁଛି ବଲିଉଡ ଫିଲ୍ମ କୃଷ୍ଣାବତାରମ୍ । କାହାଣୀରେ ଦ୍ୱାରିକାରୁ ମଥୁରା ଓ ପୁରୀର ଅକୁହା ଗାଥା ରହିଛି । ରିପୋର୍ଟ- ଦେବସ୍ମିତା ରାଉତ