Surprise Me!

ଓପିଏସି ପରୀକ୍ଷାରେ ଫିଲ୍ମ ଷ୍ଟାଇଲରେ କପି: ପରୀକ୍ଷାର୍ଥୀଙ୍କ ସହ କପି ଯୋଗାଉଥିବା ଯୁବକକୁ ବାନ୍ଧିଲା ପୋଲିସ

2026-06-08 1 Dailymotion

ଜୋନ୍-2 ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ସୂଚନା ମୁତାବକ ମର୍କତନଗର ଥାନା ଅନ୍ତର୍ଗତ ABIT ଇଂଜିନିୟରିଂ କଲେଜରେ OPSC ସେଣ୍ଟର୍‌ ହୋଇଥିଲା । ରିପୋର୍ଟ- ନାରାୟଣ ସାହୁ