ସମ୍ପୃକ୍ତ ଅଭିଯୁକ୍ତଙ୍କ ଶେଷ କଲ୍ ଲୋକେସନ ଘଟଣାର ପର୍ଦ୍ଦାଫାଶ କରିବାରେ ସାହାଯ୍ୟ କରିଛି । ଘଟଣାର ୧୩ ଦିନ ପରେ ଆଉ 7 ଅଭିଯୁକ୍ତ ଗିରଫ । ରିପୋର୍ଟ: ରାଧାକାନ୍ତ ମହାନ୍ତି