Surprise Me!

ଜାଲ ସାର୍ଟିଫିକେଟ ଦେଇ ସରକାରୀ ହସ୍ପିଟାଲରେ ନର୍ସ ଚାକିରି, ଧରା ପଡ଼ିବା ପରେ ହରଡଘଣାରେ ପ୍ରଶାସନ

2026-06-09 1 Dailymotion

୬୦ ଜଣ ଷ୍ଟାଫ ନର୍ସ ଜାଲ ସାର୍ଟିଫିକେଟ ଦେଇ ନର୍ସ ଚାକିରୀ କରୁଥିବା ଜଣା ପଡିବା ପରେ ଚିନ୍ତାରେ ରୋଗୀ । ରିପୋର୍ଟ ସଂଗ୍ରାମ ରଞ୍ଜନ ନାଥ