Surprise Me!

ବୃଦ୍ଧଙ୍କୁ କାନ୍ଧ ଦେଲେନି ଜାତି ଭାଇ ! ପ୍ରଶାସନ ଓ ସାମାଜିକ କର୍ମୀଙ୍କ ହସ୍ତକ୍ଷେପ ଯୋଗୁଁ ୨୪ ଘଣ୍ଟା ପରେ ସମ୍ପନ୍ନ ହେଲା ଶେଷକୃତ୍ୟ

2026-07-03 19 Dailymotion

ଶ୍ମଶାନର ବ୍ୟବହାରକୁ ନେଇ କିଛି ଗ୍ରାମବାସୀ ଆପତ୍ତି ଉଠାଇବାରୁ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇପାରିନଥିଲା। ଶେଷରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ, ପୋଲିସ ଓ ଜିଲ୍ଲା ପ୍ରଶାସନକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ରିପୋର୍ଟ- ରଞ୍ଜନ ରଥ