Surprise Me!

ପଙ୍କଚର୍ ହେଲା ଆମ୍ବୁଲାନ୍ସ , 3 ଘଣ୍ଟା ବିଳମ୍ବ ପରେ ଆଖି ବୁଜିଲା କୁନି ଝିଅ

2026-07-10 2 Dailymotion

କଳାହାଣ୍ଡି ନର୍ଲାରେ ଜଣେ ଶିଶୁକନ୍ୟାକୁ ଭବାନୀପାଟଣା ହସପିଟାଲକୁ ନିଆଯିବାବେଳେ, ଅଧାବାଟରେ ଖରାପ ହୋଇଗଲା 108 ଆମ୍ବୁଲାନ୍ସ । ଡାକ୍ତରଖାନାରେ ପହଞ୍ଚିବା ବେଳକୁ ରୋଗୀର ମୃତ୍ୟୁ ଘଟିଥିଲା । ରିପୋର୍ଟ: ଅଜିତ କୁମାର ସିଂ