ଶ୍ରୀମନ୍ଦିର ସମ୍ପର୍କିତ ଦୁଇ ଶବ୍ଦ ଓ SJTA ଲୋଗୋକୁ ମିଳିଲା ପେଟେଣ୍ଟ, ଅନ୍ୟ ୨୬ଟି 'ୱାର୍ଡମାର୍କ' ପାଇଁ ଅଧିକ ତଥ୍ୟ ମାଗିଲା ଆଇପି ଇଣ୍ଡିଆ
2026-06-11 1 Dailymotion
'ଆନନ୍ଦବଜାର' ଓ 'ଶ୍ରୀପତିତପାବନ', ଶ୍ରୀମନ୍ଦିର ପ୍ରଶାସନର ଲୋଗୋକୁ ମିଳିଲା ଆଇପି ଇଣ୍ଡିଆର ଅନୁମୋଦନ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର