Surprise Me!

ଗଜପତିର ଦୁଇ ଅନାଥ ଶିଶୁ କନ୍ୟାଙ୍କୁ କୋଳେଇ ନେଲ ଇଟାଲୀୟ ଦମ୍ପତି; ପିଲାଙ୍କୁ ମିଳିଲା ଘର ପରିବାର

2026-04-24 5 Dailymotion

ଏହି ଦୁଇ ଭଉଣୀଙ୍କୁ କେହି ପୋଷ୍ୟ ସନ୍ତାନ ଭାବେ ଆପଣେଇବେ ସେଥିପାଇଁ ଅପେକ୍ଷା କରାଯାଇଥିଲା । ଶେଷରେ ଇଟାଲିର ଏହି ଦମ୍ପତି ସେମାନଙ୍କୁ କୋଳେଇ ନେଇଛନ୍ତି ।
ରିପୋର୍ଟ-ହରିହର ପଟ୍ଟନାୟକ